ଆଦର୍ଶ ମନୁଷ୍ୟ

ଖ୍ରୀଷ୍ଟଙ୍କଠାରେ ପ୍ରିୟ ବନ୍ଧୁଗଣ (ପାଳକ, ପ୍ରଚାରକ, ପ୍ରାଚୀନ ଓ ବିଶ୍ୱାସୀଗଣ), ଆମ୍ଭମାନଙ୍କର ପ୍ରଭୁ ଯୀଶୁଙ୍କ ନାମରେ ଆପଣମାନଙ୍କୁ ନମସ୍କାର ଜଣାଉଅଛୁ। ଆମ୍ଭେମାନେ ଅତି ଆନନ୍ଦର ସହିତ ଜଣାଉଅଛୁ ଯେ, ଆମ୍ଭମାନଙ୍କର ବହୁ ପ୍ରତୀକ୍ଷିତ “ନବ” ଲୂକ ସୁସମାଚାର “ଆଦର୍ଶ ମନୁଷ୍ୟ” ପ୍ରକାଶ ପାଇଅଛି ଏବଂ ବହୁଳ ଭାବରେ ବିତରଣ ମଧ୍ୟ କରାଯାଇଅଛି।
ଏହା ହେଉଛି ଲୁକ ସୁସମାଚାରର ଏକ ସରଳ ଓ ଅର୍ଥ ଆଧାରିତ ଅନୁବାଦ, ଯେଉଁଥିରେ ପାଠକମାନଙ୍କର ଶିକ୍ଷା ନିମନ୍ତେ ମୂଳ ଭାଷାର ମୁଖ୍ୟ ଶବ୍ଦ ଓ ମୁଖ୍ୟ ଚିନ୍ତାଧାରାର ଅନେକ ଅଧ୍ୟୟନ ଉପକରଣ ଦିଆଯାଇଅଛି। ଏହି “ଆଦର୍ଶ ମନୁଷ୍ୟ” ପୁସ୍ତକ  କିମ୍ବା ସଂପୂର୍ଣ୍ଣ ନୂତନ ନିୟମ ପାଠ କରିବା ପାଇଁ ତଳେ ଦିଆଯାଇଥିବା ଲିଙ୍କ୍‌ରେ କ୍ଳିକ୍ କରନ୍ତୁ।

ଅନ୍ୟକୁ ପଠାନ୍ତୁ

Your encouragement is valuable to us

Your stories help make websites like this possible.