ନବ ବାଇବଲ

ବର୍ତ୍ତମାନ ଆପଣ ନବ ବାଇବଲର ନୂତନ ନିୟମ ଅନଲାଇନ୍‌ରେ ପାଠ କରି ପାରିବେ। ଏହି ଅନୁବାଦକୁ ସରଳ, ପ୍ରାକୃତିକ ଓ ସ୍ପଷ୍ଟ ଭାବରେ ଅନୁବାଦ କରାଯାଇଛି। ଅନ୍ୟ ଅନୁବାଦଗୁଡ଼ିକ ଅପକ୍ଷା ଏହି ନବ ବାଇବଲ ପାଠ କରିବା ସମୟରେ ଏହା ଆପଣଙ୍କୁ ସରଳ, ସ୍ପଷ୍ଟ ଓ ଅର୍ଥପୂର୍ଣ୍ଣ ଲାଗିବ। ଏହା ହେଉଛି ପରୀକ୍ଷା ମୂଳକ ଲେଖା (Trial Version)। ଏଠାରେ କିଛି ବନାନ ଜନିତ ତୃଟି ଦେଖାଯାଇପାରେ। ଆପଣ ଏହା ପାଠ କରିବା ପରେ ଆପଣଙ୍କ ମତାମତ ଆମକୁ ଆମର ଇମୈଲ୍ (nobobible@gmail.com) ମାଧ୍ୟମରେ ଜଣାନ୍ତୁ।

ଏହି ଆପ୍‌କୁ ଅଫ୍‌ ଲାଇନ ଦେଖିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ । ନୂଆ ଉଇଣ୍ଡ ଖୋଲିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ।
ଅନ୍ୟକୁ ପଠାନ୍ତୁ