ନବୋ ବିଜ୍ଞାପନ

ନବୋ ଅନୁବାଦକ ନିଯୁକ୍ତି ବିଜ୍ଞାପନ:

ପ୍ରିୟ ସହ-ପ୍ରାର୍ଥନାକାରୀ, ମଙ୍ଗଳକାଂକ୍ଷି ଓ ସାହାଯ୍ୟକାରୀମାନେ, ନମସ୍କାର!

ଆମ୍ଭେ, ଅର୍ଥାତ୍‌ ନବୋ ( ନ୍ୟୁ ଆଉଟରିଚ୍‌ ବାଇବଲ) ଅନୁବାଦ ଦଳ, ଈଶ୍ୱରଙ୍କଠାରେ ଅତ୍ୟନ୍ତ କୃତଜ୍ଞ ଯେ, ତାହାଙ୍କ ବାକ୍ୟର ଓଡ଼ିଆ ଭାଷାରେ ଅନୁବାଦ ତାହାଙ୍କ ଅନୁଗ୍ରହରୁ ଅଗ୍ରଗତି ହେଉଅଛି। ଓଡ଼ିଶାର, ଅଳ୍ପ ପାଠ ପଢ଼ିଥିବା, ଅଣ-ଖ୍ରୀଷ୍ଟିୟାନ ଓ ସୁସମାଚାର ପହଞ୍ଚି ନ ଥିବା ଲୋକମାନଙ୍କ ନିକଟରେ ସମ୍ପୂର୍ଣ୍ଣ ବାଇବଲ ପଞ୍ଚାଇବାର ଅତି ଜରୁରୀ ଥିବାର ଆବଶ୍ୟକତାକୁ ଉପଲବ୍ଧ କରି, ଆମ୍ଭମାନଙ୍କ ଅନୁବାଦ ଦଳ ପାଇଁ ଆଉ କିଛି କାର୍ଯ୍ୟକାରୀଙ୍କୁ ନିଯୁକ୍ତି କରି ଅନୁବାଦ ଦଳକୁ ବଢ଼ାଇବାକୁ ଆମ୍ଭେମାନେ ଇଛାକରୁଅଛୁ। ତେଣୁ, ଏହି ସ୍ଥାନରେ ଆମ୍ଭେମାନେ ଏହି ବିଜ୍ଞାପନ ଦ୍ୱାରା ଜଣାଉଅଛୁ ଯେ, ନିମ୍ନରେ ଦିଆଯାଇଥିବା ପ୍ରକାରେ ଉପଯୁକ୍ତ ଏବଂ ଇଛୁକ ବ୍ୟକ୍ତି ଖାଲିଥିବା ପଦବୀ ନିମନ୍ତେ ଆବେଦନ କରନ୍ତୁ।

ଅଧିକ ଜାଣିବା ପାଇଁ ଏହି ଲିଙ୍କ୍‌ରେ କ୍ଲିକ୍ କରନ୍ତୁ।

ଅନ୍ୟକୁ ପଠାନ୍ତୁ

Your encouragement is valuable to us

Your stories help make websites like this possible.