ଆପଣ ଏଠାରେ ଯୀଶୁଙ୍କ ଚଳଚିତ୍ର ଦେଖି ପାରିବେ । ଏଠାରେ ଆପଣ ମଗ୍ଦଲିନୀ ଓ ପିଲାଙ୍କ ପାଇଁ ଯୀଶୁଙ୍କ ଚଳଚିତ୍ର ଦେଖି ପାରିବେ ।
ଯୀଶୁ
ଯୀଶୁଙ୍କ ଆଶ୍ଚର୍ଯ୍ୟ ଜନ୍ମଠାରୁ ମୃତ୍ୟୁପରେ ସମାଧିରୁ ଉଠିବା ଯାଏଁ ସମସ୍ତ ବିଷୟ ସର୍ବଦା ଲୋକମାନଙ୍କୁ ଆଶ୍ଚର୍ଯ୍ୟ ଓ ଚକିତ କରିଥାଏ। ଲୁକ ପୁସ୍ତକରେ ତାହାଙ୍କର ଜୀବନ, ସମସ୍ତ ଆଶ୍ଚର୍ଯ୍ୟ କର୍ମ, ଶିକ୍ଷା ଓ ମାନବଜାତି ପାଇଁ ମୃତ୍ୟୁ ଉଲ୍ଲେଖ ଅଛି।
-
2:07:53ଯୀଶୁ - ପୂରା ଭିଡିଓ
-
8:081 ଆରମ୍ଭ
-
3:422 ଯୀଶୁଙ୍କ ଜନ୍ମ
-
2:153 ଯୀଶୁଙ୍କ ବାଲ୍ୟ ଜୀବନ
-
3:474 ଯୋହନଙ୍କ ଦ୍ୱାରା ଯୀଶୁ ଡୁବନ ନେଲେ
-
2:225 ଯୀଶୁଙ୍କୁ ଶୟତାନ ପରୀକ୍ଷା କଲା
-
3:076 ଧର୍ମ ଶାସ୍ତ୍ରରେ ଲେଖାଯାଇଥିବା ବିଷୟ ସଫଳ ହେବାକୁ ଯୀଶୁ ଘୋଷଣା କଲେ।
-
1:027 ଫାରୂଶୀ ଓ କରାଦାୟକାରୀଙ୍କର ଦୃଷ୍ଟାନ୍ତ
-
2:018 ଆଶ୍ଚର୍ଯ୍ୟ ଭାବରେ ମାଛଧରା
-
2:149 ଯାଇରସଙ୍କ ଝିଅ ବଞ୍ଚି ଉଠିଲା।
-
3:1010 ଶିଷ୍ଯମାନଙ୍କୁ ଯୀଶୁ ବାଛିଲେ
-
1:0211 ସ୍ୱର୍ଗିୟ ବାକ୍ୟ
-
3:3812 ପର୍ବତ ଉପରୁ ଉପଦେଶ
-
0:1913 ଯେଉଁମାନେ ଶୁଣନ୍ତି ଓ ପାଳନ କରନ୍ତି ସେମାନେ ଧନ୍ୟ।
-
2:5614 ପାପପୂର୍ଣ୍ଣ ସ୍ତ୍ରୀଲୋକକୁ କ୍ଷମା କରାଗଲା।
-
0:4315 ମହିଳା ଶିଷ୍ୟାଗଣ
-
1:5616 ଡୁବକ ଯୋହନଙ୍କୁ ବନ୍ଦୀ କରାଗଲା।
-
2:1817 ବିହନ ବୁଣାଳୀ ଓ ବିହନର ଦୃଷ୍ଟାନ୍ତ
-
0:5518 ଦୀପର ଦୃଷ୍ଟାନ୍ତ
-
1:5819 ଯୀଶୁ ଝଡ଼କୁ ଶାନ୍ତ କଲେ
-
2:1620 ଭୁତ ଧରିଥିବା ଲୋକକୁ ସୁସ୍ଥ କରାହେଲା।
-
2:2921 ଯୀଶୁ ୫୦୦୦ ଲୋକଙ୍କୁ ଖୁଆଇଲେ।
-
1:2322 ଯୀଶୁ ଯେ ଖ୍ରୀଷ୍ଟ ଅଟନ୍ତି, ଏହା ପିତର ଘୋଷଣା କଲେ।
-
1:4523 ରୁପାନ୍ତରିତ
-
2:1524 ମନ୍ଦ ଆତ୍ମା ଧରିଥିବା ପିଲାକୁ ଯୀଶୁ ସୁସ୍ଥ କଲେ।
-
0:5725 ପ୍ରଭୁଙ୍କ ପ୍ରାର୍ଥନା
-
2:2326 ପ୍ରାର୍ଥନା ଓ ବିଶ୍ୱାସ ବିଷୟରେ ଶିକ୍ଷା
-
0:5427 ଯେଉଁମାନେ ଅନ୍ଯମାନଙ୍କୁ ପାପ କରାନ୍ତି, ସେମାନେ ହାୟ, ଦଣ୍ଡ ପାଇବେ।
-
0:2828 ଈଶ୍ୱରଙ୍କ ରାଜ୍ୟ ଶୋରିଷ ଦାନା ପରି
-
0:2929 ଯୀଶୁ ଶିଷ୍ଯମାନଙ୍କ ସହିତ ରହିଲେ
-
1:5730 ବିଶ୍ରାମବାରରେ ସୁସ୍ଥ
-
1:3831 ଉତ୍ତମ ଶମିରୋଣଙ୍କ ଦୃଷ୍ଟାନ୍ତ
-
1:4432 ବାର୍ଟିମୟ ଅନ୍ଧକୁ ସୁସ୍ଥ
-
2:2133 ଯୀଶୁ ଓ ଯଖିୟ
-
0:4234 ନିଜର ମୃତ୍ୟୁ ଓ ପୁନଃରୁଥାନ ବିଷୟରେ ଯୀଶୁ ଆଗରୁ ପ୍ରକାଶ କଲେ।
-
1:1035 ଯୀଶୁଙ୍କର ବିଜୟ ପ୍ରବେଶ
-
1:0036 ଯିରୁଶାଲମ ନଗର ବିଷୟରେ ଯୀଶୁ କାନ୍ଦିଲେ।
-
1:5137 ଟଙ୍କା ଅଦଳ ବଦଳ କରୁଥିବା ଲୋକମାନଙ୍କୁ ଯୀଶୁ ତଡ଼ିଲେ
-
0:4538 ବିଧବାର ଦାନ
-
0:5939 ଯୀଶୁଙ୍କ ଅଧିକାର ବିଷୟରେ ଆନାନ୍ ମହାଯାଜକ ପ୍ରଶ୍ନ କଲେ
-
1:5040 ଅଙ୍ଗୁର ବଗିଚା ଓ ଭାଗଚାଷୀମାନଙ୍କ ଦୃଷ୍ଟାନ୍ତ
-
0:5841 କାଇସରଙ୍କୁ କର ଦେବା
-
2:5542 ଶେଷ ରାତ୍ରି ଭୋଜନ
-
2:2943 ଉପର କୋଠରୀରେ ଶିକ୍ଷା
-
4:2244 ଯୀଶୁଙ୍କୁ ଶତ୍ରୁମାନଙ୍କ ହାତରେ ସମର୍ପଣ କରାହେଲା ଓ ବନ୍ଦୀ କରାହେଲା।
-
2:2345 ପିତର ଯୀଶୁଙ୍କୁ ଅସ୍ପୀକାର କଲେ।
-
1:5846 ଯୀଶୁଙ୍କୁ ପରିହାସ କରାହେଲା ଓ ବିଭିନ୍ନ ପ୍ରଶ୍ନ କରାହେଲା।
-
1:4347 ଯୀଶୁଙ୍କୁ ପିଲାତଙ୍କ ନିକଟକୁ ନିଆହେଲା।
-
1:2448 ଯୀଶୁଙ୍କୁ ହେରୋଦ ରାଜାଙ୍କ ନିକଟକୁ ନିଆହେଲା।
-
2:5649 ଯୀଶୁଙ୍କୁ ମୃତ୍ୟୁଦଣ୍ଡ ଦିଆହେଲା।
-
3:3450 ଯୀଶୁ ନିଜର କ୍ରଶ ବହିଗଲେ.
-
2:4951 ଯୀଶୁଙ୍କୁ କ୍ରଶବିଦ୍ଧ କରାହେଲା।
-
0:5652 ସୈନ୍ଯମାନେ ଯୀଶୁଙ୍କ ଲୁଗା ବାଣ୍ଟିବାକୁ ଗୁଲିବାଣ୍ଟ କଲେ।
-
1:0653 କ୍ରଶରେ ଚିହ୍ନ
-
1:3954 ଦୋଷୀମାନଙ୍କୁ କ୍ରଶବିଦ୍ଧ କରାହେଲା।
-
1:4555 ଯୀଶୁଙ୍କର ମୃତ୍ୟୁ
-
2:0056 ଯୀଶୁଙ୍କୁ ସମାଧି ଦିଆହେଲା।
-
1:2857 ସମାଧିରେ ସ୍ୱର୍ଗ ଦୂତମାନେ
-
1:2258 ସମାଧି ଖାଲି ଅଛି
-
1:5559 ଯୀଶୁ ମୃତ୍ୟୁରୁ ଉଠି ଦେଖାଦେଲେ
-
1:1560 ମହାନ୍ ଆଦେଶ ଓ ସ୍ୱାର୍ଗାରୋହଣ
-
5:4061 ଯୀଶୁଙ୍କୁ ବ୍ୟକ୍ତିଗତ ଭାବରେ ଜାଣିବାକୁ ନିମନ୍ତ୍ରଣ।